Blog

ବାଂଲାଦେଶ ରେ ନରସଂହାର , ନିର୍ଦ୍ଦୋଷ ହିନ୍ଦୁର କରୁଣ ଚିତ୍କାର | Genocide in Bangladesh

ପଡୋଶୀ ରାଷ୍ଟ୍ର ବାଂଲାଦେଶ ରେ ଚାଲିଥିବା ହିଂସା ଓ ଅରାଜକତା ଚରମ ସୀମାରେ ପହଞ୍ଚିଛି । ଲୋକତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ପଦତ୍ୟାଗ ଓ ଦେଶତ୍ୟାଗ କରିବା ପାଇଁ ବାଧ୍ୟ ହୋଇଛନ୍ତି । ସେଠାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଧ୍ବସ୍ତ ବିଧ୍ୱସ୍ତ ହୋଇପଡିବା ସହ ଅରାଜକତା ସୃଷ୍ଟିକାରୀ ଜେହାଦୀ ମାନେ ଉଦ୍ଦେଶ୍ୟ ମୂଳକ ଭାବରେ ହିନ୍ଦୁ ସମାଜ ଉପରେ ବର୍ବରୋଚିତ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ବାଂଲାଦେଶରେ ଅତୀତ ଦିନମାନଙ୍କରେ ମଧ୍ୟ ସଂଖ୍ୟା ଲଘୁ ହିନ୍ଦୁମାନଙ୍କ […]

ବାଂଲାଦେଶ ରେ ନରସଂହାର , ନିର୍ଦ୍ଦୋଷ ହିନ୍ଦୁର କରୁଣ ଚିତ୍କାର | Genocide in Bangladesh Read More »

ସମାଜ ପ୍ରତି ଯୁବପିଢୀଙ୍କ କର୍ତ୍ତବ୍ୟ

ସମାଜ ପ୍ରତି ଯୁବପିଢୀଙ୍କ କର୍ତ୍ତବ୍ୟ

ମାଳମାଳ କଳା ମେଘ ଆକାଶ କୁ ବନ୍ଦୀ କଲା ବେଳେ ସୂର୍ଯ୍ୟଙ୍କ ଆବିର୍ଭାବ ପାଲଟେ ଆଶା ଓ ସ୍ୱପ୍ନର ବିକଶିତ ସ୍ୱର। ଠିକ୍ ସେହି  ପରି ସଂସାର ବିନାଶ ଆଡ଼କୁ ଢ଼ଳିପଡୁଥିବା ବେଳେ ଯୁବଶକ୍ତି ବିକାଶ କୋଣାର୍କ ର ମୁଖଶାଳା , ପରନ୍ତୁ ଅଧୁନା ଉଗ୍ର ଆଧୁନିକତାର ରଙ୍ଗରେ ଯୁବ ସମାଜ କବଳିତ ହୋଇ ଧ୍ଵଂସ ମୁଖକୁ ଗତି କରୁଥିବାର ଲକ୍ଷ୍ୟ କରା ଯାଏ। ଯେଁଉ ପବିତ୍ର ଭୂଖଣ୍ଡ ରେ ଭୂମିଷ୍ଠ ହୋଇଥିଲେ ମହାପୁରୁଷ ବିବେକାନନ୍ଦ, ଚନ୍ଦ୍ରଶେଖର

ସମାଜ ପ୍ରତି ଯୁବପିଢୀଙ୍କ କର୍ତ୍ତବ୍ୟ Read More »

ସ୍ବଦେଶୀ ଗ୍ରହଣ କରନ୍ତୁ ଦେଶ ବଞ୍ଚାନ୍ତୁ

ସ୍ବଦେଶୀ ଗ୍ରହଣ କରନ୍ତୁ ଦେଶ ବଞ୍ଚାନ୍ତୁ

ଗାଧୋଇବା ସାବୁନ : ନିର୍ମା, ସନ୍ତୁର, ନିମ, ସ୍ବସ୍ତିକ, ମୈସୁର ସ୍ୟାଣ୍ଡେଲ୍, ଷ୍ଟି ପ୍ରୋ ସିକାକାଇ, ଆଫଗାନ ଫ୍ରେସ୍, ହୋମୋକୋଲ, ପ୍ରିମିୟର୍ ମୀରା, ପ୍ରାଇମ୍, କେଶନିଖାର, ତୁଳସୀ, ବନଶ୍ରୀ, କୁଟୀର, ଚନ୍ଦ୍ରିକା, ସିନ୍ଥେଲ, ଗଙ୍ଗା, ମାର୍ଭେଲ୍, ମେଡିମିକ୍ସ । ଲୁଗାସଫା ସାବୁନ : ନିର୍ମା, ସୃସ୍ତକ, ସସା, ଆନିକ, ଆକ୍‌, ବିମଲ, ହିପୋଲିନ୍, ପ୍ଲସ୍, ଟି-ସିରିଜ୍, ହୋମେକୋଲ ଡେଟ୍, ଜେଭିଜି, ଅବତାର, ଫେନା, ଫରିସ୍ତା, ବ୍ରିଜ୍, ଡକ୍ଟର ତଥା ଅନ୍ୟାନ୍ୟ ସ୍ଥାନୀୟ ସାବୁନ୍ ଓ ଡିଟର୍ଜେଣ୍ଟ ପାଉଡର

ସ୍ବଦେଶୀ ଗ୍ରହଣ କରନ୍ତୁ ଦେଶ ବଞ୍ଚାନ୍ତୁ Read More »

ହିନ୍ଦୁଧର୍ମର ବିଶେଷତା

ହିନ୍ଦୁଧର୍ମର ବିଶେଷତା

ହିନ୍ଦୁ ଶବ୍ଦର ବ୍ୟୁତ୍ପତ୍ତି ବିଷୟରେ ଅନେକ କିଛି କୁହାଯାଇଥିଲେ ମଧ୍ୟ ସାଧାରଣ ଭାବରେ ଯେଉଁମାନେ ଗୋଭକ୍ତ, (କେବଳ ମାତ୍ର ଭାରତୀୟ ଗୋବଂଶ) ବେଦ, ଉପନିଷଦ ଓ ପୁରାଣ ଶାସ୍ତ୍ର ତଥା ଗ୍ରନ୍ଥସାହେବ ପ୍ରଭୃତିରେ ବିଶ୍ବାସ ରଖନ୍ତି, ସବୁ ଧର୍ମକୁ ଯେ ସମାନ ଦୃଷ୍ଟିରେ ଦେଖନ୍ତି, ପୁନର୍ଜନ୍ମରେ ବିଶ୍ବାସୀ, ଜନ୍ମାନ୍ତର ସଂସ୍କାରରେ ମୋକ୍ଷକାମୀ, ସମସ୍ତ ପ୍ରାଣୀଙ୍କ ନିକଟରେ ସମଭାବନା ଯେ ରଖନ୍ତି, ସେ ହିନ୍ଦୁ ଅଟନ୍ତି । ଏହିସବୁ ପ୍ରାଚୀନ ଭାରତୀୟ ରାଷ୍ଟ୍ରଜୀବନର ଅପରିହାର୍ଯ୍ୟ ଅଙ୍ଗ ଅଟେ ।

ହିନ୍ଦୁଧର୍ମର ବିଶେଷତା Read More »